Spread the love

ଭୁବନେଶ୍ୱର
ଆଜି ଖୋର୍ଧା ଜିଲ୍ଲାରୁ ୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବାପପୁଅ ସାମିଲ ଅଛନ୍ତି । ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି । ପିତାଙ୍କ ବୟସ ୪୧ ହୋଇଥିବା ବେଳେ ପୂତ୍ର ୩ ବର୍ଷ ବୟସର । ସେ ଗତ ୧୦ ତାରିଖରେ ଅହମଦାବାଦରୁୁ ଫେରିଥିଲେ । ସେମାନେ ବେଗୁନିଆ ବ୍ଲକ ହୀରାପୁର କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ଏବେ ଉଭୟଙ୍କୁ ଭୁୂବନେଶ୍ୱର ସ୍ଥିତ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here