Spread the love

ଭୁବନେଶ୍ୱର
ଆଜି ପୁଣି ଖୋଲିଛି ବାପୁଜୀ ନଗର ମାର୍କେଟ । ଏବେ ସକାଳ ୭ ରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲା ରହିବ ଏବଂ ଦୋକାନର ସମସ୍ତ କର୍ମଚାରୀ ମାସ୍କ ପିନ୍ଧି କାମ କରିବେ । ତେବେ ବିଏମସି ସ୍ୱତନ୍ତ୍ର ଏସଓପି ସହ ଏହି ଅନୁମତି ଦେଇଛି । ଏହା ସହିତ ଦୋକାନ ଭିତରେ ସାମାଜିକ ଦୂରତା ରକ୍ଷା ଏବଂ ଦୋକାନା ବାହାରେ ସାମଗ୍ରୀର ପ୍ରଦର୍ଶନ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ ସାମାଜିକ ଦୂରତା ରକ୍ଷା ହେଉନଥିବା ଅଭିଯ୍ଧେଜ୍ଞ ହେବାରୁ ଗତ ୧୨ ତାରିଖରେ ବିଏମସି ବାପୁଜୀ ନଗର ମାର୍କେଟକୁ ସିଲ କରିଦେଇଥିଲା ।

LEAVE A REPLY

Please enter your comment!
Please enter your name here