Spread the love

ଭୁବନେଶ୍ୱର
ଆଜି ସନ୍ଧ୍ୟାରୁ ବାଲେଶ୍ୱର ଜିିଲ୍ଲାରେ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ଜିଲ୍ଲାପାଳ । ବାତ୍ୟାଅମ୍ଫାନକୁ ଦେଖି ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି । ଏହି ସମୟରେ ବାହାରେ ରହୁଥିବା ତଥା ପ୍ରବସୀମାନେ ଜିଲ୍ଲାରେ ପ୍ରବେଶ କରିପାରିବେ ନାହିଁ ।

LEAVE A REPLY

Please enter your comment!
Please enter your name here