Spread the love

ଭୁବନେଶ୍ୱର: ବାଲେଶ୍ୱରର ପୁଣି ଜଣେ ବ୍ୟକ୍ତି କରୋନା ଭାଇରସର ସଂକ୍ରମିତ ହୋଇଛନ୍ତି । ଏହା ସହିତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରଥିବାବେଳେ ଏବେ ୨୧ ଜଣ ଚିକିତ୍ସିତ ହେଉଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି । ଏ ପର୍ଯ୍ୟନ୍ତ ରାଜ୍ୟରେ କୋରନା ରୋଗୀଙ୍କ ସଂଖ୍ୟା ୧୭୮କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ଦୃଷ୍ଟିରୁ ଯାଜପୁର ୫୩ ରୋଗୀଙ୍କ ସହ ଏକ ନଂରେ,୪୭ ସଂକ୍ରମିତଙ୍କ ସହ ଖୋର୍ଧା ଜିଲ୍ଲା ଦ୍ୱିତୀୟ ଏବଂ ଯାଜପୁର ତୃତୀୟ ସ୍ଥାନରେ ରହିଛି । ଏହା ପଛକୁ ଭଦ୍ରକ, ସୁନ୍ଦରଗଡ ଆଦି ରହିଛି ।

LEAVE A REPLY

Please enter your comment!
Please enter your name here