Spread the love

ଭୁବନେଶ୍ୱର
କରୋନା ସ୍ଥିତିରେ ସୁଧାର ଆସିବା ପରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ଏବଂ ବନ୍ତ ବ୍ଲକରୁ କଣ୍ଟେନମେଣ୍ଟ କଟକଣାକୁ ହଟାଇ ଦିଆଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବାସୁଦେବପୁରର ଚୂଡାମଣି, କିସ୍ମତ ଓ କ୍ରିଷନପୁରରୁ ଏବଂ ବନ୍ତର ଚାରିଗାଁ ପଞ୍ଚାୟତରର ସମସ୍ତ ଗ୍ରାମରୁ କଟକଣା ପ୍ରତ୍ୟାହାର କରାଯାଇଛି । ସୂଚନାଯୋଗ୍ୟ ଯେ କରୋନା ରୋଗୀ ଚିହ୍ନଟ ହେବା ପରେ ଏହି ଦୁଇ ବ୍ଲକକୁ ଗତ ୨୮ ତାରଖରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here