Spread the love

ଭୁବେନେଶ୍ୱର : ବିଜେପିର ଅନ୍ୟତମ ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ଶ୍ରୀ ପ୍ରଧାନ ନିଜର ଇସ୍ତଫା ପତ୍ରକୁ ଦଳ ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି । ନିକଟରେ ଦଳର ଜିଲ୍ଲା ସ୍ତରୀୟ ସଭାପତି ଚୟନ ବେଳେ ତାଙ୍କୁ ଅଣ ଦେଖା କରାଯାଇଥିବା ସେ ଅଭିଯୋଗ କରି ଦଳ ଛାଡ଼ିଥିବା ସେ ଦର୍ଶାଇଛନ୍ତି । ସ୍ୱାଭିମାନକୁ ଛାଡ଼ି ରାଜନୀତି କରି ହେବ ନାହିଁ ବୋଲି ସେ କହିଛନ୍ତି । ତେବେ ବିଜେପି ରାଜ୍ୟ ସାଖା ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ ।

LEAVE A REPLY

Please enter your comment!
Please enter your name here