Spread the love

ରବିବାର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୫,୩୬୮ରେ ପହଂଚିଥିଲା ବେଳେ
ମୃତ୍ୟୁ ସଂଖ୍ୟା ୨,୦୩,୫୩୪ ହୋଇଛି । ଯୁକ୍ତରାଷ୍ଟ୍ରର କରୋନା ଭାଇରସ୍ ମୃତ୍ୟୁ ସଂଖ୍ୟା ୫୦,୦୦୦ ଉପରେ ରହିଛି । ଜର୍ଜିଆ, ଓକାଲୋହୋମା ଏବଂ ଅନ୍ୟାନ୍ୟ ହାତଗଣତି ରାଜ୍ୟ ଶୁକ୍ରବାର ଦିନ ବ୍ୟବସାୟ ଖୋଲିବାରେ ପ୍ରଥମ ପଦକ୍ଷେପ ଗ୍ରହଣ କରିଛନ୍ତି। ମହାମାରୀରେ ଆମେରିକା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଦେଶ, ୫୧,୦୧୭ ମୃତ୍ୟୁ ଏବଂ ୮୯୦,୦୦୦ ରୁ ଅଧିକ ସଂକ୍ରମଣ ରେକର୍ଡ କରିଛି।

LEAVE A REPLY

Please enter your comment!
Please enter your name here