Spread the love

ଜାତିସଂଘ: ବିଶ୍ୱର ତମାଖୁ ଶିଳ୍ପ ବର୍ଷକୁ ୯୦୦ କୋଟି ଡଲାର ନିଜ ଉତ୍ପାଦନର ବିଜ୍ଞାପନ ପାଇଁ ବ୍ୟୟ କରୁଥିବା ବେଳେ ୮୦ ଲକ୍ଷ ଲୋକ ତମାଖୁ ସେବନ ଜନିତ ରୋଗରେ ପ୍ରାଣ ହରାଉଛନ୍ତି । ସେହିପରି ବିଶ୍ୱର ୧୩ରୁ ୧୫ ବର୍ଷର ୪ କୋଟି ନାବାଳକ ନିୟମିତ ଭାବେ ନିକୋଟିନଯୁକ୍ତ ତମାଖୁ ସେବନ କରୁଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘ହୁ’ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here