Spread the love

ୱାଶିଂଟନ: ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨,୧୮,୪୩୦, ମୃତ୍ୟୁ ସଂଖ୍ୟା ୨,୨୮,୬୨୫ରେ ପହଞ୍ଚଛି । ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୦,୬୦୮ହୋଇଥିଲା ବେଳେ ମୃତ୍ୟୁ ସଂଖ୍ୟା ୬୧,୦୦୫ରେ ପହଞ୍ଚଛି । ସେହିପରି ସ୍ପେନରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୯,୬୩୯ ଓ ମୃତ୍ୟୁ ସଂଖ୍ୟା ୨୪,୫୪୩, ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୩,୫୯୧ ଓ ମୃତ୍ୟୁ ସଂଖ୍ୟା ୨୭,୬୮୨, ଫ୍ରାନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୬,୬୨୮ ଓ ମୃତ୍ୟୁସଂଖ୍ୟା ୨୪,୦୮୭, ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୧,୫୫୨ ଓ ମୃତ୍ୟୁ ସଂଖ୍ୟା ୬,୪୬୭, ଇଂଲଣ୍ଡରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୬,୪୪୧ ଓ ମୃତ୍ୟୁ ସଂଖ୍ୟା ୨୬,୧୬୬ରେ ପହଞ୍ଚଛି ।

LEAVE A REPLY

Please enter your comment!
Please enter your name here