Spread the love

ଭୁବନେଶ୍ୱର
ସରକାରୀ ଚାକିରିଆଙ୍କ ସୁବିଧା ନିମନ୍ତେ ବୁଧବାର ଠାରୁ ଭୁବନେଶ୍ୱର-କଟକ ମଧ୍ୟରେ ବସ ଚଳାଚଳ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏଥିଲାଗି କେବଳ ଗୋଟିଏ ମାତ୍ର ବସ ଚାଲିବ ଏବଂ ଏହା କେବଳ ଅଫିସ ସମୟରେ ଯାତାୟତ କରିବ । ରାଜ୍ୟ ସଡକ ପରିବହନ କର୍ତ୍ତୁପକ୍ଷ ଏହି ବସକୁ ପରିଚାଳନା କରିବେ । ଏଥିରେ ଯାତ୍ରା କରିବା ଲାଗି ସରକାରୀ କର୍ମଚାରୀଙ୍କୁ ୩୦ ଟଙ୍କା ଭଡା ଦେବାକୁ ପଡିବ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here