Spread the love

ନୂଆଦିଲ୍ଲୀ
ବୈଦେଶିକ ମନ୍ତ୍ରଣାଳୟ(ଏମଏଚଏ)ର ୨ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଥିପାଇଁ ଅନେକ କର୍ମଚାରୀଙ୍କୁ ସରକାର କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଛନ୍ତି । ସୂଚନା ଅନୁଯାୟୀ ସେଣ୍ଟ୍ରାଲ ୟୁରୋପ ଡିଭିଜନର କନସଲଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଏବଂ ଲ ଡିଭିଜନର ଜଣେ କର୍ମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ଦେଖି ୟୁରୋପ ଡିଭିଜନର କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ୧୪ ଦିନ ଲାଗି ହୋମ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here