Spread the love

ଭୁବନେଶ୍ୱର: ବ୍ରହ୍ମପୁରସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଅନୁସନ୍ଧାନ ସଂସ୍ଥାନ(ଆଇଜର)ରେ କୋଭିଡ -୧୯ ପରୀକ୍ଷା ହେବ । ଏଥିପାଇଁ ଭୁବନେଶ୍ୱର ଏମ୍ସ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ରବିବାର ଏହି ସୂଚନା ଦିଆଯାଇଛି । ଗଂଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ବ୍ରହ୍ମପୁରରେ ଦ୍ୱିତୀୟ କୋଭିଡ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରିଛନ୍ତି ।

LEAVE A REPLY

Please enter your comment!
Please enter your name here