Spread the love

ନୂଆଦିଲ୍ଲୀ: ଏପ୍ରିଲ୍ ୨୬ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୬୪୯୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଏଥିରୁ ୫୮୦୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ୮୨୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶରେ ୩୧ ଜଣ, ଆସାମରେ ୧, ବିହାରରେ ୨, ଦିଲ୍ଲୀରେ ୫୪, ଗୁଜରାଟରେ ୧୩୩, ହରିୟାଣାରେ ୩, ହିମାଚଳ ପ୍ରଦେଶରେ ୧, ଜମ୍ମୁ ଓ କଶ୍ମୀରରେ ୬, ଝାଡ଼ଖଣ୍ଡରେ ୩, କର୍ଣ୍ଣାଟକରେ ୧୮, କେରଳରେ ୪, ମଧ୍ୟପ୍ରଦେଶରେ ୯୯, ମହାରାଷ୍ଟ୍ରରେ ୩୨୩, ମେଘାଳୟରେ ୧, ଓଡ଼ିଶାରେ ୧, ପଞ୍ଜାବରେ ୧୭, ରାଜସ୍ଥାନରେ ୩୩, ତାମିଲନାଡୁରେ ୨୩, ତେଲେଙ୍ଗାନାରେ ୨୬, ଉତ୍ତରପ୍ରଦେଶରେ ୨୭ ଏବଂ ପଶ୍ଚମବଙ୍ଗରେ ୧୮ ଜଣ ମତୁ୍ୟମରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here