Spread the love

ସିଲଂ: ଆଜି ସକାଳେ ଭାରତ-ବାଂଲାଦେଶ ସୀମାରେ ରିକ୍ଟର ସ୍କେଲରେ ୪.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଆଞ୍ଚଳିକ ଭୂମିକମ୍ପ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ସୋହରାଠାରୁ ୮୨ କିଲୋମିଟର ଦକ୍ଷିଣପୂର୍ବକୁ ୫୫ କିଲୋମିଟର ଗଭୀରରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଏଥିରେ କେହି ମୃତାହତ ହୋଇଥିବା କିମ୍ବା ଧନସମ୍ପତ୍ତି ହାନି ହୋଇଥିବାର କୌଣସି ଖବର ମିଳିନାହିଁ ।

LEAVE A REPLY

Please enter your comment!
Please enter your name here