Spread the love

ନୂଆଦିଲ୍ଲୀ : ଭାରତ-ଚୀନ ସୀମାରେ ରବିବାରରେ ଦୁଇ ଦେଶର ସୌନ୍ୟଙ୍କ ମଧ୍ୟରେ ଉର୍ତ୍ତେଜନା ଦେଖା ଦେଇଛି । ଉଭୟ ଦେଶର ସୌନ୍ୟଙ୍କ ମଧ୍ୟରେ ଝଗଡ଼ା ହେବା ସହ କଥା ଧସ୍ତାଧସ୍ତି ପର୍ଯ୍ୟନ୍ତ ପହଞ୍ଚିଥିବା ଦେଖା ଦେଇଥିଲା । ଲଦାଖର ପାଙ୍ଗୋଙ୍ଗ, ଗଲୱାନ ନଲାହ ଓ ଡ଼େମଚୋକ ଆଦି ଅଞ୍ଚଳ ଭାରତର ସୀମା ଭିତରେ ରହିଥିବା ବେଳେ ସେସବୁଠାରେ ଭାରତୀୟ ସୌନ୍ୟମାନେ ପ୍ରତିଦିନ ପହରା ଦେଇଥାନ୍ତି । ରବିବାର ସକାଳେ ଚୀନ ସୌନ୍ୟମାନେ ଯବରଦସ୍ତ ସେଠାରେ ପହରା ଦେବାକୁ ଆସିବା ବେଳେ ଦୁଇ ଦେଶର ସୌନ୍ୟଙ୍କ ମଧ୍ୟରେ ମାଡ଼ ଗୋଳ ହେବା ଦେଖା ଦେଇଥିଲା ।

LEAVE A REPLY

Please enter your comment!
Please enter your name here