Spread the love

କେନ୍ଦୁଝର
କେନ୍ଦୁଝର ଜିଲ୍ଲା ସଦର ଥାନା ଅର୍ନ୍ତଗତ ଠାକୁର ଡିହି ଛକ ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ ନିକଟରେ ଏକ ସଶସ୍ତ୍ର ଡକାୟତ ଏକ ଖଣିଜ ପରିବହନ କରି ସଂସ୍ଥାର କର୍ମଚାରୀଙ୍କୁ ଭୁଜାଲିରେ ହାଣି ୮ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।ସୂଚନା ଅନୁଯାୟୀ କର୍ମଚାରୀ ଏବଂ ଅନ୍ୟଜଣେ ବାଇକ୍ ରେ ଯାଉଥିବାବେଳେ ଡକାୟତ ମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ପରେ ସେମାନେ ଗୁଳି ଫୁଟାଇ ୮ ଲକ୍ଷ ରୁ ଅଧିକ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି ।ଏହି ଘଟଣାରେ ଆହତ ହୋଇଥିବା ଜଣେ କର୍ମଚାରୀଙ୍କୁ ମେଡିକାଲ୍ ରେ ଭର୍ତି କରାଯାଇଛି ।ଏହି ଘଟଣାରେ ଆହତ ହୋଇଥିବା ଜଣେ କର୍ମଚାରୀଙ୍କୁ ମେଡିକାଲ୍ ରେ ଭର୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here