Spread the love

ଭୁବନେଶ୍ୱର: ରାଜଧାନୀରୁ ଆଜି ଆଉ ୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣଙ୍କୁ ସଂଗରୋଧ କେନ୍ଦ୍ରରୁ ଏବଂ ଜଣକୁ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ କରାଯାଇଛି । ଡୁମୁଡୁମା(ପଶ୍ଚିମବଙ୍ଗ ଫେରନ୍ତା), ଓଲ୍ଡ ଟାଉନ(ଗୁଜରାଟ ଫେରନ୍ତା), ଘଟିକିଆ(ପଶ୍ଚିମବଙ୍ଗ ଫେରନ୍ତା) ଏବଂ ପୋଖରୀପୁଟ (ଦିଲ୍ଲୀ ଫେରନ୍ତା)ରୁ ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଗଜପତି ନଗରର ଜଣେ ସ୍ଥାନୀୟ ବାସିନ୍ଦାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି ।
ବି.ଏମ୍.ସି ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here