Spread the love

ଭୁବନେଶ୍ୱର
ଆଜି ସକାଳ ୧୦ଟା ସମୟରେ ଭୁବନେଶ୍ୱରରୁ ୫୪୫ ଯାତ୍ରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ ଦିଲ୍ଲୀ ଅଭମୁଖେ ଯାତ୍ରା ଆରମ୍ଭ କରିଛି । ଏହି ଯାତ୍ରା ଆରମ୍ଭ ହେବା ପୂର୍ବରୁ ଷ୍ଟେସନ ପରିସର ଏବଂ ଟ୍ରେନକୁ ସାନିଟାଇଜ କରାଯାଇଥିଲା ଏବଂ ଯାତ୍ରୀଙ୍କ ଥର୍ମାଲ ସ୍କାନିଂ ହୋଇଥିଲା । ଏହି ଟ୍ରେନ ଗୁରୁବାର ୧୦ଟା ୪୫ ସମୟରେ ନୂଆଦିଲ୍ଲୀରେ ପହଞ୍ଚିବ । ଏହା ସହିତ ଟ୍ରେନଟି କାଲି ସନ୍ଧ୍ୟା ୫ଟା ୫ରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ବାହାରିବ ।

LEAVE A REPLY

Please enter your comment!
Please enter your name here