Spread the love

ଆଜି ଭୁବନେଶ୍ୱରରେ ମୋଟ ୩୧୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ସଂଗରୋଧରେ ୧୭୨ ଜଣ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ସଂକ୍ରମିତ ରୋଗୀଙ୍କ ସଂପର୍କରେ ଆସି ୧୬୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ସ୍ଥାନୀୟ ସଂକ୍ରମଣରୁ ୧୪୭ ଜଣ ସଂକ୍ରମିତ ହୋଇଛନ୍ତି । ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।

LEAVE A REPLY

Please enter your comment!
Please enter your name here