Spread the love

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରୁ ରାଜ୍ୟରେ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ଏ ନେଇ ଗୁରୁବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞନ୍ତି ଜାରି କରାଯାଇଛି । ଜୁଲାଇ ୩୦ରେ ଫଳ ପ୍ରକାଶ ପାଇବ । କରୋନା ପାଇଁ ଜାରି ହୋଇଥିବା ଗାଇଡ଼ÿଲାଇନ ଓ ହାଇକୋର୍ଟଙ୍କ ନିଦେ୍ର୍ଦଶ ଅନୁସାରେ ଖାତା ଦେଖା ହେବ ବୋଲି କୁହାଯାଇଛି । ପୁର୍ବ ନିର୍ଦ୍ଧାରିତ ମୁଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ ବୋଲି ଜଣାପଡ଼ିଛି । ୧୦ମ ସମେତ ଏସଓଏସସି ଓ ମଧ୍ୟମା ପାଇଁ ମଧ୍ୟ ଖାତା ଦେଖା ହେବ ।

LEAVE A REPLY

Please enter your comment!
Please enter your name here