Spread the love

ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସକାଳେ ନିଜର ପଶ୍ଚିମବଙ୍ଗ ସମକକ୍ଷ ମମତା ବାନାର୍ଜୀଙ୍କୁ ଫୋନ କରି ଅମ୍ଫାନ ବାତ୍ୟା ଜନିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି । ସୂଚନା ଅନୁଯାୟୀ ଏଭଳି ସମୟରେ ପଶ୍ଚିମବଙ୍ଗ ଜନତାଙ୍କ ସହ ଅଛନ୍ତି ନବୀନ କହିଛନ୍ତି ଏବଂ ରାଜ୍ୟକୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here