Spread the love

ବୌଦ୍ଧ: ହରଭଙ୍ଗା ଥାନା ଅନ୍ତର୍ଗତ ଅରଖପଦର ଗ୍ରାମରେ ରବିବାର ଦୁଇ ଭାଇଙ୍କର ମହାନଦୀରେ ଭାସିଯାଇ ମୃତ୍ୟୁ ହୋଇଛି । ଦୁଇଭାଇଙ୍କ ବୟସ ୧୭ରୁ ୧୮ ମଧ୍ୟରେ । ମହାନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ସାନଭାଇ ବୁଡ଼ିଯାଉଥିଲା ବେଳେ ବଡ଼ ଭାଇ ତାକୁ ଉଦ୍ଧାର କରିବାକୁ ଯାଇ ମଧ୍ୟ ପ୍ରଖର ସ୍ରୋତରେ ଭାସିଯାଇଥିଲେ । ଦମକଳ ବାହିନୀ ଦୁଇଭାଇଙ୍କ ଶବ ମହାନଦୀରୁ ଉଦ୍ଧାର କରିଥିଲେ ।

LEAVE A REPLY

Please enter your comment!
Please enter your name here