Spread the love

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଜନିତ ଲକଡାଉନ ପାଇଁ ମହାନଦୀ ଜଳ ବିବାଦ ମାମଲାର ଶୁଣାଣୀ କରୁଥିବା ଟ୍ରିବୁ୍ୟନାଲ ମାମଲାର ପରବର୍ତ୍ତୀ ଶୁଣାଣୀ ଜୁଲାଇ ୧୧ରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଏହି ମାମଲାର ଶୁଣାଣୀ ହେବାର ଥିଲା । ୨୦୨୦ ଜୁଲାଇ ୧୧ ତାରିଖ ଦିନ ୧୧ଟା ବେଳେ ଏହି ମାମଲା ଶୁଣାଣି ପାଇଁ ତାରିଖ ଧାର୍ୟ୍ୟ କରାଯାଇଥିବା ଟ୍ରିବ୍ୟୁନାଲ୍ ଏକ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here