Spread the love

ମୁମ୍ବାଇ : ସମଗ୍ର ମହାରାଷ୍ଟ୍ରରେ କରୋନା ପରିସ୍ଥିତି ସବୁଠାରୁ ଜଟିଳ ସ୍ଥିତିରେ ପହଞ୍ଚିଛି । ସୋମବାର ଅପରାହ୍ନ ସୁଦ୍ଧା ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୨୫୩ ହୋଇଥବା ବେଳେ ମୃତ୍ୟୁ ସଂଖ୍ୟା ୧୬ଶହକୁ ଟପିଛି । ପରିସ୍ଥିତି ଏପରି ହୋଇଛି ଯେ ମହାରାଷ୍ଟ୍ରର ପି.ଡବ୍ଲୁ.ଡି ମନ୍ତ୍ରୀ ମଧ୍ୟ ଏଥିରେ ସଂକ୍ରମିତ ହୋଇ ଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଛନ୍ତି । ସେହିଭଳି ଏଯାବତ ନାଗାଲାଣ୍ଡରେ କରୋନା ପ୍ରବେଶ କରିପାରି ନଥିବା ବେଳେ ସିକ୍କିମ ଓ ଅରୁଣାଚଳ ପ୍ରଦେଶରେ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here