Spread the love

ମୁମ୍ବାଇ
ମହାରାଷ୍ଟ୍ରରେ କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ସୋମବାର ସୁଦ୍ଧା ୨୨୧୭୧ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ରାଜ୍ୟର ୧୦୦୭ ପୋଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବାବେଳେ ଏଥିଯୋଗୁଁ୭ ଜଣ ମୃତ୍ୟୁବରଣ କରିଛନ୍ତି । ଏହା ସହିତ ୧୧୩ ଜଣ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ସୂଚନାଯୋଗ୍ୟ ଯେ କେବଳ ମୁମ୍ବାଇର ୧୩ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୬୦ରୁ ଉର୍ଧ ପୋଲିସ କର୍ମଚାରୀ ଏଥିରେ ସାମିଲ ଅଛନ୍ତି।

LEAVE A REPLY

Please enter your comment!
Please enter your name here