Spread the love

କଟକ
କଟକ ଜିଲ୍ଲା ନିଶ୍ଚିତକୋଇଲ ବ୍ଲକ ନଗସପୁର ପଞ୍ଚାୟତର ସରପଞ୍ଚ ସୁଧାଂଶୁ ଶେଖର ଭୂୟାଁଙ୍କୁ ଜିଲ୍ଲାପାଳ ଶନିବାର ନିଲମ୍ବନ କରିଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨୪ ତାରିଖରେ ନଗସପୁର ମେଡିକାଲରେ ଜଣେ ମହିଳା ଆୟୁଷ ଡାକ୍ତରଙ୍କୁ ସରପଞ୍ଚ ଦୁର୍ବ୍ୟବହାର କରିଥିଲେ । ଏ ନେଇ ଡାକ୍ତର ଅଭିଯୋଗ କରିବା ପରେ ସରପଞ୍ଚଙ୍କୁ ଗରିଫ କରାଯାଇ ଜେଲରେ ରଖାଯାଇଥିଲା । ତେବେ କଟକ ଜିଲ୍ଲାପାଳ ଏହି ମାମଲାର ତଦନ୍ତ କରି ଆଜିି ସରପଞ୍ଚକୁ ନିଲମ୍ବନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here