Spread the love

ମିରଟ : କୋଭିଡ଼-୧୯ ରକ୍ତ ନମୁନା ବୋଲତକୁ ଏକ ମାଙ୍କଡ଼ ନେଇଯିବା ଘଟଣା ଉତ୍ତର ପ୍ରଦେଶରେ ଆଲୋଚନାର ବିଷୟବସ୍ତୁ ପାଲଟିଛି । ରକ୍ତ ନମୁନା ବୋତଲ ସହ ମାଙ୍କଡ଼ ଟି ହାତ ଗ୍ଲୋଭସକୁ ନେଇ ଖାଇ ଦେଇଛି । ଘଟଣାରୁ ଜଣାପଡ଼ିଛି ଯେ ମିରଟର ସରକାରୀ ଡାକ୍ତରଖାନାର ଏକ ଲ୍ୟାବର ଜଣେ କର୍ମଚାରୀଙ୍କୁ ଅତର୍କୀତ ଆକ୍ରମଣ କରିଥିଲା । ମାଙ୍କଡ଼ଟି କୋଭିଡ଼-୧୯ ପରୀକ୍ଷା ଲାଗି ସଂଗ୍ରହ କରାଯାଇଥିବା ରକ୍ତ ବୋତଲ ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ନେଇଯାଇଥିଲା । ଡାକ୍ତରଖାନା ପରିସରରେ ଥିବା ଏକ ଗଛରେ ମାଙ୍କଡଟି ବସି ରହି ଗ୍ଲୋଭସ ଭଳି କିଛି ପଦାର୍ଥକୁ ଖାଉଥିବା ଏକ ଭିଡ଼ିଓ ରେ ଦେଖା ଯାଇଛି ।

LEAVE A REPLY

Please enter your comment!
Please enter your name here