Spread the love

କଟକ
ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୬ଟି ଜିଲ୍ଲାରେ ମାଟ୍ରିକ ଖାତାଦେଖା ସମୟକୁ ପରିବର୍ତ୍ତନ କରିଦିଆଯାଇଛି । ଏବେ ଶିକ୍ଷକମାନେ ସକାଳ ୭ଟା ୩୦ରୁ ୧୧ଟା ଯାଏଁ ଖାତା ଦେଖିବେ ଏବଂ ମଧ୍ୟାହ୍ନ ୧୨ଟା ସୁଦ୍ଧା ମାର୍କ ଚଢେଇବେ । ଏନେଇ କେନ୍ଦୁଝର,କଳାହାଣ୍ଡି, ନୂଆପଡା,ବରଗଡ, ସମ୍ବଲପୁର ଏବଂ ବଲାଙ୍ଗୀର ଜିଲ୍ଲା ଅଧିକାରୀଙ୍କୁ ଚିଠି ଲେଖିଛି ମାଧ୍ୟମିକ ଶିକ୍ଷା ପରିଷଦ । ସେ ଏଥିରେ ଶିକ୍ଷକମାନଙ୍କୁ ସତର୍କ ରହିବା ପାଇଁ ମଧ୍ୟ ପରାମର୍ଶ ଦେଇଛି ।

LEAVE A REPLY

Please enter your comment!
Please enter your name here