Spread the love

ଭୁବନେଶ୍ୱର
ଆସନ୍ତା ୨୧ ତାରିଖରୁ ହେବାକୁ ଥିବା ମାଟ୍ରିକ ଖାତ ଦେଖାକୁ ସରକା ସ୍ଥଗିତ କରିଦେଇଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇ କହିଛନ୍ତି ଯେ ବାତ୍ୟା ଅମ୍ଫାନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ପରେ ଏନେଇ ନୂତନ ତାରିଖ ଘୋଷଣା କରାଯିବ । ଏହା ପୂର୍ବରୁ ମାଟ୍ରିକ ଖାତା ଦେଖା ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାର ଥିଲା । ମାତ୍ର ଗତକାଲି ଏହାକୁ ଗୋଟିଏ ଦିନ ପଇଁ ଘୁଞ୍ଚାଇ ୨୧ ତାରିଖ କରିଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here