Spread the love

ଭୁବନେଶ୍ୱର
ଆସନ୍ତା ୨୯ ତାରିଖରୁ ପୁରୀର ବିକାଶ କାର୍ଯ୍ୟ ଆରମ୍ଭ ହେବ । ଜିଲ୍ଲାପାଳ ଏବଂ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସି ସମୟରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଭୁବନେଶ୍ୱରର କାମ ମଧ୍ୟ ଆରମ୍ଭ କରିବାକୁ କହିିଛନ୍ତିା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାମାରୀ କରୋନା ଭାଇରସ ଯୋଗୁଁ ୨ ମାସ ହେଲା ବିକାଶ କାର୍ଯ୍ୟ ବନ୍ଦ ଥିଲା । ସେହି ସମୟରେ ଶ୍ରୀମନ୍ଦିରର ଚର୍ତୁପାଶ୍ୱର୍ର ୭୫ ମିଟର ଉଚ୍ଛେଦ କରିବା ପରେ ସୌନ୍ଦର୍ଯ୍ୟକରଣ ଜାରି ରହିଥିଲା ।

LEAVE A REPLY

Please enter your comment!
Please enter your name here