Spread the love

ନୁଆଦିଲ୍ଲୀ: ଭାରତରେ ମୋବାଇଲ ନମ୍ବର ୧୧ ଅଙ୍କ ବିଶିଷ୍ଟ ହେବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଟ୍ରାଇ ବା ଟେଲିଫୋନ ନିୟାମକ ଆୟୋଗ ଖଣ୍ଡନ କରିଛି । ଟ୍ରାଇ ପକ୍ଷରୁ କୁହାଯାଇଛି ଯେ ଏବେ ଚାଲିଥିବା ୧୦ ଅଙ୍କ ବିଶିଷ୍ଟ ନମ୍ବର ବଦଳିବାର କୌଣସି ଯୋଜନା ନାହିଁ ।

LEAVE A REPLY

Please enter your comment!
Please enter your name here