Spread the love

ନୂଆଦିଲ୍ଲୀ : ଜାମାତ ମାମଲାର ମୁଖ୍ୟ ମୌଲାନ ସାଦଙ୍କ ସଂପର୍କୀୟଙ୍କ ପାସପୋର୍ଟକୁ ଇତି ମଧ୍ୟରେ ପୋଲିସ ଜବତ କରିଛି । ମୌଲାନା ସାଦ ଏଯାବତ ପୋଲିସ ନିକଟରେ ହାଜର ହୋଇ ନଥିବାରୁ ତାଙ୍କ ବିରୋଧରେ ଏବେ ପୋଲିସ ଓ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ପକ୍ଷରୁ ବିଭିନ୍ନ ପ୍ରକାର ଯୋଜନା କରାଯାଉଛି । ଏଥିସହ ଜାମାତ ମାମଲାରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ଲାଗି ମଧ୍ୟ ପୋଲିସ ତନାଘନା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here