Spread the love

ଭୁବନେଶ୍ୱର: କୋଲକାତାରୁ ଫେରି କ୍ୱାରେଣ୍ଟାଇନରେ ଥିବା ଯାଜପୁରର ପୁଣି ଜଣେ ବ୍ୟକ୍ତି ବିପଜ୍ଜନକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏବେ ତାଙ୍କାର କଣ୍ଟ୍ରାକ୍ଟ ଟ୍ରେସିଂ କରାଯିବା ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି । ଏହା ସହିତ ଜିଲ୍ଲା ଏବଂ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଥାକ୍ରମେ ୫୫ ଏବଂ ୧୮୦କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here