Spread the love

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ହେଲେ ନୁଆ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି । ରାଜ୍ୟରେ ଏବେ ମୋଟ ୬୪ ଜଣ ସକ୍ରୀୟ କରୋନା ରୋଗୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତୁ୍ୟ ହୋଇଥିଲା ବେଳେ ୩୩ଜଣ ସୁସ୍ଥ ହୋଇଛନ୍ତି । ଏ ଯାବତ ରାଜ୍ୟରେ ମୋଟ ୯୪ ଜଣ ଏହି ଭୂରାଣୁ ଦ୍ୱରା ସଂକ୍ରମିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here