Spread the love

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର କରୋନା ପରୀକ୍ଷା କ୍ଷେତ୍ରରେ ଏକ ରେକର୍ଡ କରାଯାଇଛି । ମଙ୍ଗଳବାର ଗୋଟିଏ ଦିନରେ ୪,୬୯୯ ନମୁନା ପରୀକ୍ଷା କରାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଏ ଯାବତ ମୋଟ ୭୨, ୭୫୬ ନମୁନା ପରୀକ୍ଷା କରାଯାଇଛି ।

LEAVE A REPLY

Please enter your comment!
Please enter your name here