Spread the love

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୩୮ରେ ପହଞ୍ଚିଥିଲା ବେଳେ ମୃତ୍ୟୁ ସଂଖ୍ୟା ୩ରେ ସ୍ଥିର ରହିଛି । ଏ ଯାବତ ରାଜ୍ୟରେ ୧୪୩ ଜଣ ସୁସ୍ଥ ହୋଇଛନ୍ତି । ବୁଧବାର ରାଜ୍ୟରେ ୨୭ଜଣ ସୁସ୍ଥ ହୋଇଛନ୍ତି ବୋଲି ସରକାରୀ ଭାବେ କୁହାଯାଇଛି । ରାଜ୍ୟରେ ୩୯୨ ସକ୍ରୀୟ କରୋନା ରୋଗୀ ଅଛନ୍ତି ।

LEAVE A REPLY

Please enter your comment!
Please enter your name here