Spread the love

ଭୁବନେଶ୍ୱର: ରାଜ୍ୟରେ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୫୨ଜଣ କରୋନା ସଂକ୍ରମିତ ଅଛନ୍ତି । ଏ ଯାବତ ମୋଟ ୧୫୮ଜଣ ସୁସ୍ଥ ହୋଇଥିଲା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ୪୬୩ ଜଣ ସକ୍ରୀୟ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here