Spread the love

ଭୁବନେଶ୍ୱର: ଶନିବାର ଗୋଟିଏ ଦିନରେ ରାଜ୍ୟରେ ୬୫ ଜର କରୋନା ସଂକ୍ରମିତ ହୋଇଥିଲା ବେଳେ ୩୦ ଜଣ ସୁସ୍ଥ ହୋଇଛନ୍ତି । ଶନିବାର ସୁଦ୍ଧା ରାଜ୍ୟରେ ୭୩୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ମୋଟ ୧୬୬ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ମାତ୍ର ୩ ଜଣଙ୍କର ପ୍ରାଣହାନୀ ହୋଇଛି ।

LEAVE A REPLY

Please enter your comment!
Please enter your name here