Spread the love

ଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ୨୪ଟି କରୋନା କବଳିତ ହୋଇସାରିଲାଣି । ଗୁରୁବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ମୋଟ ୧୧୦୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୭ଜରଙ୍କର ମୃତୁ୍ୟ ହୋଇଛି । ଏବେ ରାଜ୍ୟରେ ମୋଟ ୭୦୩ ସକ୍ରୀୟ ରୋଗୀ ଚିକିତ୍ସିତ ହେଉଛନ୍ତି ଓ ୩୯୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here