Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା କରୋନା ଜନିତ ଆର୍ଥିକ ପ୍ୟାକେଜର ଶେଷ ବାଖ୍ୟା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରବିବାର କରିଥିବା ଶେଷ ବାଖ୍ୟାରେ ସେ ରାଜ୍ୟ ଗୁଡ଼ିକର ଋଣ କରିବା ସୀମା ବୃଦ୍ଧି କରିବା ସହ ପ୍ରତିରକ୍ଷା କ୍ଷେତ୍ର ସହ ଜଡ଼ିତ ନଥିବା ସରକାରୀ ଉଦ୍ୟୋଗ ଗୁଡ଼ିକର ଘରୋଇକରଣ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here