Spread the love

ଭୁବନେଶ୍ୱର: ସୋମବାର ରାଜ୍ୟ ସରକାରଙ୍କୁ ଆସ୍ୱସ୍ଥି ଆଣିଦେଇଛି । ରାଜ୍ୟରେ ବିଭିନ୍ନ କୋଭିଡ଼ ହାସପାତାଳରେ ଚିକିତ୍ସିତ ରୋଗୀମାନଙ୍କ ମଧ୍ୟରୁ ୯୯ଜଣ ସୋମବାର ସୁୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୬୪୯କୁ ବୃଦ୍ଧି ପାଇଛି । ଆଜି ସୁସ୍ଥ ହୋଇଥିବା ରୋଗୀମାନଙ୍କ ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ ୩୪ଜଣ ଗଂଜାମର ୧୫ଜଣ , କେନ୍ଦ୍ରାପଡ଼ା ଓ ଯାଜପୁରର ୧୩ଜଣ , ପୁରୀର ୧୦ଜଣ , ଭଦ୍ରକ ୯, ନୟାଗଡ଼ର ୩ଜଣ , ଦେବଗଡ ଏବଂ ଭଦ୍ରକରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here