Spread the love

ନୂଆଦିଲ୍ଲୀ : ଦେଶରେ ଲକଡାଉନ ୫.୦ ଜୁନ ୧ ତାରିଖରୁ ଲାଗୁ ହେଉଥିବା ବେଳେ ୧୩ଟି ସହରରେ କୌଣସି ପ୍ରକାର କୋହଳ ନୀତି ଅମଲମ୍ବନ ହେବ ନାହିଁ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି । କଣ୍ଟନମେଣ୍ଟ ଜୋନଗୁଡ଼ିକରେ ମେଟ୍ରୋ ଟ୍ରେନ ଚାଲିବ ନାହିଁ ବୋଲି କେନ୍ଦ୍ର କ୍ୟାବିନେଟ ସଚୀବ ରାଜୀଭ ଗୁବା କହିଛନ୍ତି । ଦୁଇ ସପ୍ତାହ ପାଇଁ ଲାଗୁ ହେଉଥିବା ଲକ ଡାଉନ ୫.୦ ବିଶେଷ କରି ଦିଲ୍ଲୀ ଏନ.ସି.ଆର, ଅହମ୍ମଦାବାଦ, ମୁମ୍ବାଇ , ଚେନ୍ନାଇ ଓ ହାଇଦ୍ରାବାଦ ଆଦି ସହରରେ କଡ଼ାକଡ଼ି ଭାବେ ପାଳନ କରାଯିବ ।

LEAVE A REPLY

Please enter your comment!
Please enter your name here