Spread the love

ମୁମ୍ବାଇ: ବଲିଉଡର ସଙ୍ଗିତକାର ୱାଜିଦ ଖାନଙ୍କର ସୋମବାର ଭୋର ସମୟରେ ପରଲୋକ ହୋଇଛି । ସେ କିଛିଦିନ ଧରି କିଡନୀ ଜନିତ ସମସ୍ୟାରେ ପିଡ଼ୀତ ଥିଲେ । ତାଙ୍କ ସହଯୋଗୀ ତଥା ଭାଇ ସାଜିଦ କହିଛନ୍ତି ଯେ ରାତି ୧ଟା ବେଳେ ତାଙ୍କର ହାର୍ଟ ଆଟାକ ହୋଇଥିଲା । ସାଜିଦ-ୱାଜିଦ ଯୋଡ଼ି ସଲମାନ ଖାନଙ୍କ ୧୯୯୮ର ‘ଯବ ପ୍ୟାର କିୟା ତୋ ଡରନା କିୟା’ରୁ କ୍ୟାରିୟର ଆରମ୍ଭ କରିଥିଲେ । ସୋମବାର ଅପରାହ୍ନରେ ଭର୍ସୋଭା କବରଖାନାରେ ତାଙ୍କୁ କବର ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here