Spread the love

ନୂଆଦିଲ୍ଲୀ: ଶନିବାର ଦିନ ସଞ୍ଜୟ କୋଠାରିଙ୍କୁ କେନ୍ଦ୍ରୀୟ ଭିଜିଲାନ୍‌ସ୍ କମିସନର୍ ଭାବେ ନିଯୁକ୍ତି ମିଳିଥିବା କଥା ରାଷ୍ଟ୍ରପତି ଭବନରୁ ଜାରି ପ୍ରେସ୍ ବିଜ୍ଞପ୍ତିରୁ ଜଣାପଡ଼ିଛି।
୨୦୧୭ ଜୁଲାଇରୁ କୋଠାରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଚିବ ଭାବେ କାର୍ୟ୍ୟ କରୁଥିଲେ। ଫେବ୍ରୁଆରି ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ଚୟନ କମିଟିରେ କୋଠାରିଙ୍କ ନାମ ସୁପାରିସ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here