Spread the love

ନୂଆଦିଲ୍ଲୀ
ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ନିଜର ୧୦୦ ପ୍ରତିଶତ ଋଣ ରାଶି ଫେରାଇବାର ପ୍ରସ୍ତାବକୁ ସ୍ୱୀକାର କରିବାକୁ ଏବଂ ତାଙ୍କ ବିରୋଧରେ ଥିବା ମାମଲାକୁ ବନ୍ଦ କରିବା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତିି । ମାଲ୍ୟା ଗୁରୁବ।।ର ଟ୍ୱିଟ କରି କହିଛନ୍ତି ଯେ କୋଭିଡ-୧୯ ରିଲିଫ ପ୍ୟ।।କେଜ ଲାଗି ସରକାରଙ୍କ ଶୁଭେଚ୍ଛା ।ଏବେ ସେମାନେ ଯେତେ ଚାହିଁବେ ସେତେ ଟଙ୍କା ଛପାଇ ପାରିବେ । କିନ୍ତୁ ମୋ ଭଳି ଛୋଟ ଯୋଗଦାନ କର୍ତ୍ତା ନିଜର ୧୦୦ ପ୍ରତିଶତ ଋଣ ରାଶିକୁ ଫେରସ୍ତ କରିବାକୁ ଚାହୁଁଥିଲେ ମଧ୍ୟ ତାହାକୁ କାହିଁକିି ବାରମ୍ବାର ଅଣଦେଖା କରାଯାଉଛି । ଦୟାକରି ନିଃସର୍ତ୍ତ ଭାବେ ମୋ ଟଙ୍କ।।କୁ ଗ୍ରହଣ କରନ୍ତୁ ଏବଂ ସମସ୍ତ ମାମଲା ବନ୍ଦ କରନ୍ତୁ ।

LEAVE A REPLY

Please enter your comment!
Please enter your name here