Spread the love

ସୁରଟରୁ ଓଡ଼ିଆ ଶ୍ରମିକଙ୍କୁ ଧରି ୨ ଦିନ ତଳେ ଯାତ୍ରା ଆରମ୍ଭ କରିଥିବା ଦୁଇଟି ବସ୍ ଓଡ଼ିଶାର କଳିଙ୍ଗ ଘାଟିରେ ଦୁର୍ଘଟଣାର ଶିକାର ହୋଇଛି । ଫଳରେ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପୃଥକ ପୃଥକ ସମୟରେ ହୋଇଥିବା ବେଳେ ଶତାଧିକ ଯାତ୍ରୀ ଏଥିରେ ଆହତ ହୋଇଛନ୍ତି । ବସ୍ର ଡ୍ରାଇଭର ସୁରଟର ହୋଇଥବା ବେଳେ ଘାଟିରେ ଗାଡ଼ି ଚଳାଇବାର ଅଭିଜ୍ଞତା ନଥିବା ହେତୁ ଏପରି ଦୁର୍ଘଟଣା ଘଟିଥିବା ଯାତ୍ରୀମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here