Spread the love

ଭୁବନେଶ୍ୱର: ରାଜ୍ୟରେ ଆଉ ୯୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଦେଓଗଡର ୨୨, ପୁରୀର ୧୬, ନୟାଗଡର ୧୫, ବଲାଙ୍ଗୀରର୯, ଅନୁଗୁଳ ଏବଂ ବାଲେଶ୍ୱରର ୫ ଜଣ ଲେଖାଏଁ, ଭଦ୍ରକ ଏବଂ ସୁନ୍ଦରଗଡର ୩ ଜଣ ଲେଖାଏଁ, କଟକ,ଗଞ୍ଜାମ,ଖୋର୍ଧା, କଳାହାଣ୍ଡି ଏବଂ ବରଗଡର ୨ ଜଣ ଲେଖାଏଁ , ଗଜପତି, ଢେଙ୍କାନାଳ ଏବଂ ଯାଜପୁରରୁ ଜଣେ ଲେଖାଏଁ ସାମିଲ ଅଛନ୍ତି । ଏହା ସହିତ ରାଜ୍ୟରେ ମୋଟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୪୧୬ରେ ପହ ି ଯାଇଛି । ସ୍ୱାସ୍ଥ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here