Spread the love

ଭୁବନେଶ୍ୱର
ରାଜ୍ୟରେ ଆଉ ୩୦ ଜଣ କରୋନା ରୋଗୀ ମଙ୍ଗଳବାର ସୁସ୍ଥ ହୋଇଛନ୍ତି । ଏବେ ସେମାନଙ୍କୁ ମେଡିକାଲରୁ ଡିସଚାର୍ଜ କରିଦିଆଯାଇଛି । ଏହି ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜାମର ୨୦, କେନ୍ଦ୍ରାପଡାର ୫, ବାଲେଶ୍ୱର ଏବଂ ଭଦ୍ରକର ୨ ଜଣ ଲେଖାଏଁ ଏବଂ ଭଦ୍ରକ ଓ ନୟାଗଡର ଜଣେ ଲେଖାଏଁ ସାମିଲ ଅଛନ୍ତି । ଏବେ ସୁଦ୍ଧା ରାଜ୍ୟର ୩୦୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here