Spread the love

ଭୁବନେଶ୍ୱର
ରାଜ୍ୟର ଆଉ ୪୩ କରୋନା ରୋଗୀ ଆଜି ସୁସ୍ଥ ହୋଇଛନ୍ତି । ସ୍ୱାବ ନମୂନା ନେଗେଟିଭ ଆସିବା ପରେ ସେମାନଙ୍କୁ ମେଡିକାଲରୁ ଡିସଚାର୍ଜ କରିଦିଆଯାଇଛି । ଏମାନଙ୍କ ମଧ୍ୟରେ ଅନୁଗୁଳର ୧୫,ଗଞ୍ଜାମ,ରାଉରକେଲା ଓ ଯାଜପୁରର ୮ ଜଣ ଲେଖାଏଁ, ପୁରୀ,କେନ୍ଦ୍ରାପଡା, ବୋଦ୍ଧ ଏବଂ କଟକର ଜଣେ ଲେଖାଏଁ ସାମିଲ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୪୩୬ କରୋନା ରୋଗୀ ସୁସ୍ଥ ହେଲେଣି ।ସ୍ୱାସ୍ଥ୍ୟ ଏବଂ ପରିବର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here