Spread the love

ଭୁବନେଶ୍ୱର
ରାଜ୍ୟରେ ୭୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ମେଡିକାଲରୁ ଡିସଚାର୍ଜ କରିଦିଆଯାଇଛି । ଏହି ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ବୌଦ୍ଧର ୨୮, ପୁରୀର ୧୧, କେନ୍ଦ୍ରପଡାର ୧୦, କଟକର ୯, ଖୋର୍ଧାର ୭, ମାଲକାନଗିରି ଏବଂ ଅନଗୁଳୁରୁ ଜଣେ ଲେଖାଏଁ, ଗଞ୍ଜାମ,ବାଲେଶ୍ୱର, ଯାଜପୁର ଏବଂ କନ୍ଧମାଳର ଜଣେ ଲେଖାଏଁ ସାମିଲ ଅଛନ୍ତି । ଏହା ସହିତ ରାଜ୍ୟରେ ୧୦୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୭ ଜଣ ମୃତ୍ୟୁବରଣ କରିଛନ୍ତି । ସ୍ୱାସ୍ଥ୍ୟ ଏବଂ ପରିବାଲ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here